......:::: [ପ୍ରେମ]::::......
ପ୍ରେମ ର ଅର୍ଥ ଅନେକ କିଏ କହୁଚି ପ୍ରେମ ଅଢେଇ ଅକ୍ଷର ତ କିଏ
କହୁଚି ପ୍ରେମ ଅସରନ୍ତି ପ୍ରେମ କେବେବି ସରେନାହିଁ! ପ୍ରେମ ଦୁଇଟି
ସରଳ ହ୍ତଦୟ କୁ ନେଇ ହୁଇଥାଏ ପ୍ରେମ କରୁଥିବା
ପ୍ରେମିକ ପ୍ରେମିକା ମାନକୁଂ ଜାତି,ଧର୍ମ,ବର୍ଣ୍ଣ କିଛି ଦିଶେନାହିଁ ସେମାନେ କେବଳ ହ୍ତଦୟ ହ୍ତଦୟ କୁ ଚିହ୍ନନ୍ତି କୈଣସି ପ୍ରେମିକ ପ୍ରେମିକା କାହାର ସୌନ୍ଦର୍ଯ୍ୟ
ଦେଖି ଭଲ ପାଇନଥାନ୍ତି କାରଣ ସୌନ୍ଦର୍ଯ୍ୟ ଆଜି ଅଛି କୌଣସି କାରଣ ରୁ
କାଲି ନ'ଥିବ ଯେଉଁ ପ୍ରେମିକ ପ୍ରେମିକା ମାନେ କାହାର ସୌନ୍ଦର୍ଯ୍ୟ ରେ ହଜିଯାଇ ପ୍ରେମ କରିବସନ୍ତି ସେମାନକଂ
ପ୍ରେମ କଦାପି ସଫଳ
ହୋଏନାହିଁ!
ଆଜି କାଲିକା ଦୁନିଆରେ ୧୦୦ରୁ୭୦ଭାଗ ଲୋକ ପ୍ରେମ କରୁଛନ୍ତି ସେମାନକଂ
ମଧ୍ୟ ରୁ କାହାର ପ୍ରେମ ସଫଳ ତ କାହାର ପ୍ରେମ ବିଫଳ ହେଉଛି!ସଫଳ ହେଉ ଥୀବା ଲୋକମାନେ ବହୁତ ଖୁସୀ
ରେ ରୁହନ୍ତି କିନ୍ତୁ ବିଫଳ ହେଉଥିବା ଲୋକମାନେ ଜିବନ ସାରା କାନ୍ଦନ୍ତି ଆଉ କିଛି ଆମ୍ନହତ୍ୟା
କରନ୍ତି!ଦେଖନ୍ତୁ ପ୍ରେମିକଭାଇମାନେ ଆମ ଆଖୀ ଆଗରେ ଅନେକ ପ୍ରେମିକ ପ୍ରେମିକା ପ୍ରେମ କରି ଧକ୍କା
ଖାଉଛନ୍ତି କିନ୍ତୁ କିଛି ଲୋକ ନିଜ ପ୍ରେମ ଉପରେ ବାଶ୍ବାଶ ରଖି ପ୍ରେମ କରିଚାଲିଛନ୍ତି କିନ୍ତୁ
ଶେଷରେ ପରିଣତି ଯାହା ହେବାର ଥାଏ ତାହା ହିଁ ହୁଏ!ଭଗବାନ ପ୍ରେମ କୁ ସୃଷ୍ଟି କରିଛନ୍ତି କେବଳ ମଣିଷ
କୁ ଦୁଃଖ ଦେବାପାଇଁ!
ଦେଖୁନା'ନ୍ତି
ଆଜିକାଲିକା ଦୁନିଆ ରେ ଅଧୀକ ଝିଅମାନେ ଧକ୍କା ଦେଉଛନ୍ତି EX- ଗୋଟିଏ ପୁଅ ଗୋଟିଏ ଝିଅ କୁ class-6 ରୁ ଭଲପାଉଛି ଏବେ ପୁଅ ଟି ଝିଅଟିକୁ ନିଜ ଜୀବନ ଠାରୁ ଅଧୀକ ଭଲପାଉଛି କିନ୍ତୁ ଝୀଅଟି ପୁଅଟିକୁ ସାନ୍ଗ ହିସାବ ରେ
ଭଲପାଉଥିଲା କିନ୍ତୁ ପୁଅଟି ଭାବୁଥିଲା ସେତାକୁ
ପ୍ରେମିକ ହିସାବ ରେ ଭଲପାଉଛି ଭାବିବନିବା କାହିଁକି ଝିଅଟି ସବୁପିଲାକଂ ଠାରୁ ତାହା ସହିତ ଅଧିକ ମିଶୁଥିଲା!ଏବେ ସେମାନେ +2 ରେ ପଡୁଛନ୍ତି! ଏହା ମଧ୍ୟ ରେ 5ବର୍ଷ
ବିତିଗଲା ପୁଅଟି ଝିଅଟିକୁ ନିଜ
ଯିବନଦେଇ ଭଲପାଉଥୀଲା ହେଲେ କହିପାରୁନଥିଲା କାରଣ ଯଦି ସେ ତାକୁ I LOVE YOU କହିବ ସେ କାଳେ ରାଗିଯାଇ ଏହାସହିତ କଥାନହେବ ସେଥିପାଇଁ ସେ ତାକୁ କିଛିକହୁନଥିଲା
ପୁଅଟି ବହୁତ ଥର ସୁଯଗ ପାଇଛି ହେଲେ LOVE ବିଷୟ ରେ କିଛିବି କହେନାହିଁ ଦିନକର କଥା ସେମାନେ କଲେଜ୍ ରୁ
ଫେରୁଥାନ୍ତି ପୁଅଟି ତା'ର ସାନ୍ଗ ଦ୍ବାରା ଝିଅଟିକୁ I LOVE YOU କହିଲା କିନ୍ତୁ ଝିଅଟି ବିଶ୍ବାଶ କଲାନାହିଁ କାରଣ ସେ
ଭାବୁଥିଲା ପୁଅଟି ମଧ୍ୟ ତାକୁ ସାନ୍ଗ ଦୃଷ୍ଟି ରେ ଦେଖୁଛି ସେଥିପାଇଁ ସେ ତାକୁ କିଛିକହିଲାନାହିଁ
ଆଗରୁ ଯେଉଁପରି ମିଶୁଥିଲା ତା' ସହିତ ସେହିପରି ମିଶିଲା!କିନ୍ତୁ ପୁଅଟି ଭାବିଲା ସେ ମୋତେ ଭଲପାଉଛି ସେଥିପାଇଁ ସେ କିଛିକହିଲାନାହିଁ!
ତା'ପରେ ପୁଅଟି
ଝିଅଟିକୁ ଆହୁରି ଅଧିକ ଭଲପାଇବସିଲା ଏମିତିକି ଗୋଟିଏ ମୁହୋର୍ତ ତାକୁ ଆଖି ଆଗରେ ନଦେଖିଲେ ପାଗଳ ହେଇଯାଉଥିଲା !
କିନ୍ତୁ ଭଗବାନ୍ କଂ ଖେଳଦେଖ ପୁଅଟି ନିଯେଯାଇ ଝିଅଟିକୁ I LOVE YOU କହିଲା କିନ୍ତୁ ଝିଅଟି ରାଗିଯାଇ କିଛିନକହି ଚାଲିଗଲା !
ତାହାପରଦିନ ଝିଅଟି ପୁଅଟିକୁ କଥାକହିଲାନାହିଁ
ଆପଣମାନେ ଜାଣିପାରୁଥିବେ ତା'ପରେ ସେ ପୁଅର ଅବସ୍ତା କଣ ହୋଇଥିବ ଯାହାକୁ ଗୋଟିଏ ମୁହୁର୍ତ ନଦେଖିଲେ ପାଗଳ ହେଇଯାଉଥିଲା ସେ ଆଜି ତା ସହିତ
କଥାହେଉନାହିଁ ପୁଅଟି ବହୁତ ମନକଷ୍ଟ କଲା ଏମିତି ବହୁତ
କାନ୍ଦିଛି ମଧ୍ୟ ତା'ପରେ ଝିଅଟି 14 ଦିନ କଥାହେଲାନାହିଁସେଷରେ
ପୁଅଟି ତାସହିତ
କଥାନହେଇ ରହିପାରିଲାନାହିଁ
ସେଥୀପାଇଁ ସେ ଝିଅଟିକୁ କଥାହେବାପାଇଁ କହିଲା କିନ୍ତୁ ସେଦିନ ଝିଅଟି କଣକହିଲା ଜାଣନ୍ତି ସେ ଆଉଗୋଟିଏ ପିଲାକୁ ଭଲପାଉଛି ଏକଥା
ସୁଣି ପୁଅଟି ବହୁତ ଭାନ୍ଗି ପଡିଲା ସେ ଭାବିଲା ତା
ଜିବନରେ ସୁଖ ଆଉ କେବେବି ଆସିବନି....
ତା'ପରେ ସେ ଝିଅଟିକୁ ତା LOVER ବିଷୟରେ ପଚାରିଲା କିନ୍ତୁ ସେ ଝିଅଟି ତାକୁ କଣକହିଲା ଜାଣନ୍ତି ସେ କହିଲା ଯେ ତା'ବିଷୟରେ ଜାଣିବା ତୋର ଦରକାର ନାହିଁ ଆପଣମାନେ
କୁହନ୍ତୁ ଯଦି ସେ ତାକୁ ଗୋଟିଏ ଭଲସାନ୍ଗ ବୋଲି ଭାବୁଥିଲା ସେ ପିଲାବିଷୟରେ କହିଲାନାହିଁ କଣପାଇଁ
ଛାଡନ୍ତୁ ସେକଥା ସେକଥା କହିଲେ ଏ କଥା ସରିବ ନାହିଁ ହେଲେ ଦେଖନ୍ତୁ ଭାଇମାନେ କେବଳ ଗୋଟିଏ
ଶବ୍ଦ(I LOVE YOU)ତାକଂର ବନ୍ଧୁତ ଭାନ୍ଗିଦେଲା ! ତା'ପରେ ଝିଅଟି ସେ ପୁଅସହିତ କଥାହେଲା କିନ୍ତୁ
ଆଗପରିନୁହଁ ଝିଅଟିର ଧିରେ ଧିରେ ସେ ପୁଅ ସହିତ ମିଶିବା କମିଗଲା ଏବେ ସେ ଝିଅ ପୁଅଟିକୁ ପୁରା
ଭୁଲିଗଲାଣି କିନ୍ତୁ ବିଶ୍ବାଶକରନ୍ତୁ ଏବେବି ସୁଧା ସେ ପୁଅଟି ତାକୁ ଭଲପାଉଛି ! ଏବେ ସେ ଝିଅଟି ବହୁତ
ପୁଅକଂ ସହିତ ସମ୍ପର୍କ ରଖିଚି ହେଲେ ସେ ଜାଣିନାହିଁ ଯେ ସେ ଯାହାସହିତ ମିଶୁଛି ସେମାନେ
ସମସ୍ତେ ତା ସାନ୍ଗ ବୋଲି ତା ସାନ୍ଗ ମାନେ ତାକୁ ସେ ଝିଅ ନାରେ ଇଆଡୁ ସିଆଡୁ କୁହନ୍ତି କିନ୍ତୁ ସେ
ବିଶ୍ବାଶ କରେନାହିଁଦିନେ ତା ସାନ୍ଗ ଜଣେ ସେ ଝିଅସହିତ ମୋବାଇଲ୍ ରେ କଥାହେଉଥିବା ସମୟରେ ତାକୁ
(CONFRENCE) କରି ସୁଣେଇଲା ସେଦିନ ପୁଅଟି ନିଜକୁ ସମ୍ଭାଳିନପାରି ମଦପିଇଲା କିନ୍ତୁ ସେ ଝିଅକୁ
କିଛି ଫରକ୍ ପଡ଼ିଲାଣି କାରଣ ତାର ହୃଦୟ ବୋଲି କିଛିନଥିଲା!ସବୁ ପ୍ରେମିକଭାଇମାନକୁଂ ମୋର ଅନୁରୋଧ ଆପଣ
ମାନେ ପ୍ରେମ କରନ୍ତୁ ହେଲେ ନିଜ ବାପା ମା'କୁଂ କିନ୍ତୁ ପ୍ରତ୍ୟେକ ମୁହୋର୍ତ ରେ ଜଳେଇମାରୁଥିବା
ହୃଦୟବିହିନ ଝିଅମାନକୁଂ ନୁହଁ .............

No comments:
Post a Comment